ବସରେ ମହିଳାକୁ ଅସଦାଚରଣ ନେଇ ହେରପରକୁ ମାଡ

0

ସୁନାବେଡା : ସୁନାବେଡା ଠାରୁ ଦୁର୍ଗ ଯାଉଥିବା ଏକ ଯାତ୍ରୀବାହୀ ବସ ରେ ଏକ ଯୁବତୀକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ମଙ୍ଗଳବାର ବସ ହେଲପରକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୧୮ ତାରିଖ ମଧ୍ୟ ରାତ୍ରିରେ ଜୟପୁର ଅଞ୍ଚଳର ଜଣେ ଯୁବତୀ ରାୟପୁର ଯାଉଥିବା ସମୟରେ ବାଟରେ ହେଲପର ଦୁବ୍ୟବହାର କରିଥିଲା। ଆଜି ବସ ଜୟପୁର ଆସିବା ପରେ ଯୁବତୀଙ୍କ ପରିବାର ଲୋକ ହେଲପରକୁ ମାଡ଼ ମାରିବା ସହ ଗାଡିକୁ ଅଟକ ରଖିଥିଲେ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ।

Leave A Reply