ବକୁଳବନରେ ବନବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

0

ସୁଆଣ୍ଡୋ : ସତ୍ୟବାଦୀର ଐତିହାସିକ ବକୁଳବନ ପରିସରରେ ବୁଧବାର ପୁଣ୍ୟତ୍ମା ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ବନବିଦ୍ୟାଳୟର ୧୧୦ ତମ ପ୍ରତିଷ୍ଠା ଦିବସ ବିଭିନ୍ନ ସଙ୍ଗଠନ ପକ୍ଷରୁ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପଣ୍ଡିତ ଗୋପବନ୍ଧୁଙ୍କ ସହିତ ପଞ୍ଚଶଖାଙ୍କ ପ୍ରତିମୂର୍ତ୍ତି ଗୁଡିକୁ ସ୍ନାନ କରାଯାଇ ଧୂପଦୀପ ଓ ପୁଷ୍ପମାଲ୍ୟ ଦିଆଯାଇଥିଲା । ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ବକୁଳବନରେ ଭଜନ କୀର୍ତ୍ତନ କରାଯାଇଥିଲା । ବକୁଳବନ ସୁରକ୍ଷା ପରିଷଦ ଓ ପୁରୀର ସାହିଭାଇ ଅନୁଷ୍ଠାନ ତରଫରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Leave A Reply