ଓଡ଼ିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାକୁ ସ୍ବାଗତ

0

ସୁଆଣ୍ଡୋ: ସତ୍ୟବାଦୀରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ଗତକାଲି ସନ୍ଧ୍ୟାରେ ପଞ୍ଚଶଖା ମଣ୍ଡପ ନିକଟରୁ ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ଜୟନ୍ତ ଷଢଙ୍ଗୀ, ରାମଶଙ୍କର ନନ୍ଦ, ରତିକାନ୍ତ ମିଶ୍ର,ଦୀପକ ଶତପଥୀଙ୍କ ସହ ଶତାଧିକ ବ୍ୟକ୍ତି ଶୋଭାଯାତ୍ରାରେ ଆସି ସାକ୍ଷୀଗୋପୀନାଥଙ୍କ ମନ୍ଦିର ଓ ପଞ୍ଚଶଖା ସମାଧିପୀଠରେ ପୁଷ୍ପ ଅର୍ପଣ କରିଥିଲେ । ବାଣ ଫୁଟାଇ ବାଜାବଜାଇ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲା।

Leave A Reply