ଟିଟିଲାଗଡ଼ ବନ୍ଦ ପାଳନ

0

ଟିଟିଲାଗଡ଼ : ସୋମବାର ଟିଟିଲାଗଡ଼ ବନ୍ଦ ପାଳନ କରାଯାଇଛି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡ଼ାକରା ପାଳନ କରାଯାଉଛି। ଟିଟିଲାଗଡ଼ ରେଳବାଇ ଜଙ୍କସନ ଦେଇ ଚଳାଚଳ କରୁଥିବା ଟିଟିଲାଗଡ଼ ହାୱାଡ଼ା ଇସ୍ପାତ ସୁପରଫାଷ୍ଟ ଏକ୍ସପ୍ରେସ ବାତିଲ ହୋଇଛି।ବନ୍ଦ ପାଳନ କାରଣରୁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହି ବନ୍ଦ ପାଳନ କାରଣରୁ ବହୁ ଯାତ୍ରୀବାହୀ ଟ୍ରେନ ବାତିଲ କିମ୍ବା ଗତିପଥ ପରିବର୍ତ୍ତନ ପାଇଁ ରେଳ କର୍ତ୍ତୁପକ୍ଷଙ୍କରୁ ସୂଚନା ମିଳିଛି।

Leave A Reply