୧୨ଘଣ୍ଟିଆ ସୋହେଲା ବନ୍ଦ

0

ବରଗଡ : ସୋହେଲାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୋହେଲାକୁ ସବଡିଭିଜନ ମାନ୍ୟତା ଦାବିରେ ନାଗରିକ ମଞ୍ଚ ଏହି ବନ୍ଦ ଡାକରା ଦେଇଛି। ଏହା ଫଳରେ ଦୋକାନବଜାର ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କିନ୍ତୁ ଗାଡି ଚଳାଚଳ ସ୍ବାଭାବିକ ରହିଛି।

Leave A Reply