ଲୋକେ ନିଜ କୁକୁରର ନାମ ବିଜୁଭାଇ ବାଲା ରଖିବେ: ସଂଜୟ ନିରୁପମ

0

ମୁମ୍ବଇ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ବି.ଏସ.ୟେଦୁରପ୍ପା ଇସ୍ତପା ଦେବାର କିଛି ସମୟ ପରେ କର୍ଣ୍ଣାଟକ ରାଜ୍ୟପାଳଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତା ସଂଜୟ ନିରୁପମ। ସେ ବିଜୁ ଭାଇ ବାଲାଙ୍କୁ କୁକୁର ବୋଲି ଆକ୍ଷେପ କରିବାସହ ରାଜ୍ୟପାଳ ଙ୍କ ଇସ୍ତପା ଦାବି କରିଛନ୍ତି। ଏପରିକି ଦେଶର ଜନସାଧାରଣ ନିଜର କୁକୁରର ନାମ ବଜୁଭାଇ ଭାଲା ରଖିବେ ବୋଲି ସେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କର୍ଣ୍ଣାଟକ ରାଜ୍ୟପାଳ ବିଜୁଭାଇ ବାଲା ନାଟକୀୟ ପରିସ୍ଥିତି ପାଇଁ ଦାୟୀ ବୋଲିି ବିଏସପି ନେତ୍ରୀ ମାୟାବତି କହିଛନ୍ତି।

Leave A Reply