ଶନିବାର କରନ୍ତୁ ଏହି ଉପାୟ, ମିଳିବ ସଫଳତା

0

 

ସପ୍ତାହର ପ୍ରତି ବାରରେ ଭଗବାନଙ୍କ କୃପା ନିମନ୍ତେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ । ଯାହାଦ୍ୱାରା ସଫଳତା ମିଳିବା ସହ ଶୁଭ ଫଳ ମଧ୍ୟ ମିଳିଥାଏ । ସେଭଳି କିଛି ଉପାୟ ମଧ୍ୟରେ ଏକ ଉତ୍ତମ ମାଧ୍ୟମ ଶନିବାରରେ ଆମେ ପାଳନ କଲେ ସଫଳତାର ଦ୍ୱାର ଖୋଲିଯାଉଥିବା ବିଶ୍ୱାସ ରହିଛି । ପ୍ରତି ଶନିବାରରେ ଗାଧୋଇ ସାରିବା ପରେ ଏକ ପିତ୍ତଳ ପାତ୍ରରେ ପାଣି ନେଇ ଓସ୍ତ (ଅଶ୍ୱତ୍ଥ ) ବୃକ୍ଷ ମୂଳରେ ପୂର୍ବ ଦିଗକୁ ମୁଖ କରି ଢାଳିଲେ ମନୋକାମନା ପୂର୍ଣ୍ଣ ହେବା ସହ ସଫଳତା ମିଳିଥାଏ । ଏଭଳି ପୂଜାର୍ଚ୍ଚନା ୪୦ଟି ଶନିବାର କରିବା ଆବଶ୍ୟକ । ଏହା କରନ୍ତୁ ଓ ନିଜେ ଅନୁଭବ କରନ୍ତୁ ।

Leave A Reply