ଜୁଲାଇ ୧୭କୁ ଘୁଞ୍ଚିଲା ଜାମିନ୍‍ ଶୁଣାଣି

0

ଯୋଧପୁର: ୧୯୯୮ରେ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମନ୍‍ ଖାନ୍‍ଙ୍କ ଜାମିନ୍‍ ଆବେଦନ ଶୁଣାଣି ଆସନ୍ତା ଜୁଲାଇ ୧୭ ତାରିଖକୁ ଘୁଞ୍ଚିଛି। ଗତ ଏପ୍ରିଲ୍‍ ୫ ତାରିଖରେ ସଲ୍‍ମନ୍‍ଙ୍କୁ ଯୋଧପୁର କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ୫ ବର୍ଷ ଜେଲ୍‍ ଦଣ୍ଡାଦେଶ ଶୁଣାଇଛନ୍ତି। ଦୁଇ ଦିନ ଜେଲ୍‍ରେ କଟାଇବା ପରେ ସଲ୍‍ମନ୍‍ଙ୍କ ଜାମିନ୍‍ରେ ମୁକୁଳିଛନ୍ତି।

Leave A Reply