ଜାଣନ୍ତୁ ବାସ୍ତୁ ଅନୁସାରେ ଆପଣଙ୍କ କାର୍ଯ୍ୟାଳୟ କିଭଳି ହେବା ଦରକାର

0

 

ଯଦି ଆପଣ ଚାହୁଛନ୍ତି ଆପଣଙ୍କ କାର୍ଯ୍ୟାଳୟ ସବୁବେଳେ ଭଲ ଚାଲୁ କେବେ ବନ୍ଦ୍‍ ନହେଉ। ଆପଣଙ୍କ କାର୍ଯ୍ୟାଳୟରେ୍‍ ସବୁବେଳେ ଧନଲକ୍ଷ୍ମୀ ବିଜୟମାନ କରନ୍ତୁ ତେବେ ଆପଣଙ୍କୁ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ –
-କାର୍ଯ୍ୟାଳୟର ଘର ଗୁଡ଼ିକ ବର୍ଗାକାର କିମ୍ବା ଆୟତକାର ହେବା ଦରକାର।
୍ଖ- କାର୍ଯ୍ୟାଳୟର ଝରକା ପୂର୍ବ କିମ୍ବା ଉତ୍ତର ଆଡ଼କୁ ଖୋଲା ରହିବା ଦରକାର।
– କାର୍ଯ୍ୟାଳୟ ଫାଇଲର ଆଲମିରା ଦକ୍ଷିଣ କିମ୍ବା ପଶ୍ଚିମ ଆଡ଼କୁ ମୁଁହ କରି ରଖିବା ଦରକାର।
– କାର୍ଯ୍ୟାଳୟର ରୋଷେଇ ଘର ଉତ୍ତର ପୂର୍ବ ଦିଗକୁ ରହିବା ଦରକାର।
– କାର୍ଯ୍ୟାଳୟର ପାଇଖାନା ଉତ୍ତର ପୂର୍ବ ଐଶାଣ୍ୟ କୋଣରେ ନରହିବା ଦରକାର।
– କ୍ୟସିୟର ଉତ୍ତର ଦିଗରେ ବସିବା ଦରକାର।
– କାର୍ଯ୍ୟାଳୟର ସଫାସୁତୁରା ପ୍ରତି ଧ୍ୟନଦେବା ଦରକାର।
– କାର୍ଯ୍ୟାଳୟରେ ମହାପୁରୁଷ ମାନଙ୍କର ଫଟୋ ଲଗାଇବା ଭଲ।
– ଖରାପହୋଇ ଯାଇଥିବା କମ୍ପ୍ୟୁଟର , ଘଣ୍ଟା ଇତ୍ୟଦିକୁ ନରଖିଲେ ଭଲ।

Leave A Reply