୬ ବର୍ଷର ନାବାଳିକାକୁ ବଳତ୍କାର ଅଭିଯୋଗ

0

ବୁର୍ଲା: ବୁର୍ଲାଥାନା ଅନ୍ତର୍ଗତ ଗୋଶାଳା ନିକଟ ଗୁଡକାଟିକ୍ରା ଗ୍ରାମରେ ଜଣେ ୬ ବର୍ଷିୟ ନାବାଳିକାକୁ ବଳାତ୍କାର ଅଭିଯୋଗ ହୋଇଛି । ତାଙ୍କ ପଡୋଶୀ ଜଣେ ୧୬ ବର୍ଷିୟ ନାବାଳକଙ୍କ ନାମରେ ଏଭଳି ଅଭିଯୋଗ ଆସିଛି । ଏନେଇ ନାବାଳିକାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ନାବାଳିକାଙ୍କୁ ଥାନାରେ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛନ୍ତି । ନାବାଳିକାଙ୍କ ଡାକ୍ତରୀ ମାଇନା ପାଇଁ ବୁର୍ଲା ଡାକ୍ତଖାନା ଅଣାଯାଇଛି ।

Leave A Reply