ମାର୍ଚ୍ଚ ୧ରୁ ରାଜସ୍ଥାନରେ ୩୫୦୦ ବେକାରି ଭତ୍ତା

0

ଜୟପୁର : ଅଶୋକ ଗେହଲଟଙ୍କ ନେତୃତ୍ବ ରାଜସ୍ଥାନର କଂଗ୍ରେସ ସରକାର ରାଜ୍ୟର ବେକାର ଯୁବକ ଓ ଯୁବତୀଙ୍କ ପାଇଁ ବେକାରି ଭତ୍ତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘୋଷଣା ଅନୁଯାୟୀ ଯୁବକମାନେ ମାସକୁ ୩୦୦୦ଟଙ୍କା ଓ ଯୁବତୀମାନେ ମାସକୁ ୩୫୦୦ଟଙ୍କା ଲେଖାଏଁ ଭତ୍ତା ପାଇବେ। ଆସନ୍ତା ମାର୍ଚ୍ଚ ୧ରୁ ଏହି ଭତ୍ତା ବ୍ୟବସ୍ଥା ଲାଗୁ କରାଯିବ। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଏହାର ଇସ୍ତାହାରରେ ବେକାରୀ ଭତ୍ତା ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା।

Leave A Reply