ଆସନ୍ତା ୩ରେ ପୁରୀରେ ବନ୍ଦ ଡାକରା

0

ପୁରୀ: ଆସନ୍ତା ଅକ୍ଟୋବର ୩ ତାରିଖରେ ପୁରୀରେ ବନ୍ଦ ଡାକରା ଦିଆଯାଇଛି । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । କେବଳ ରେଳସେବା, ମେଡ଼ିକାଲ ଓ ଶ୍ରୀମନ୍ଦିର ସେବାକୁ ଛାଡ଼ି ଦେଲେ ଆଉ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଯିବ । ଏ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply