ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ

0

ଅମୃତସର: ପଞ୍ଜାବରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଶାସକ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି। ରବିବାର ରାଜ୍ୟର ୧୩,୨୭୬ଟି ପଞ୍ଚାୟତ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ପଞ୍ଜାୟତ ନିର୍ବାଚନରେ ବିରୋଧୀ ସିରୋମଣି ଅକାଳୀ ଦଳ (ଏସଏଡି) ପରାସ୍ତ ହୋଇଛି। ତେବେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବୁଥ ଜବରଦଖଲ କରିଥିବା ବିରୋଧୀ ଦଳ ଅଭିଯୋଗ କରିଛି।

Leave A Reply