ପୁଲୱାମାରେ ପୁଣି ବିସ୍ପୋରଣ

0

ଜମ୍ମୁ : ଜମ୍ମୁ-କାଶ୍ମୀର ସ୍ଥିତ ପୁଲୱାମାରେ ପୁଣି ବିସ୍ପୋରଣ ହୋଇଛି। ଖବର ସରବରାହ ସଂସ୍ଥା ଏଏନ୍‍ଆଇ ସୂଚନା ଅନୁସାରେ ପୁଲୱାମା ଜିଲା ଅବନ୍ତିପୁରା ଠାରେ ଏହି ବିସ୍ପୋରଣ ହୋଇଛି। ଏହ ବିସ୍ପୋରଣରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ଫେବୃଆରୀ ୧୪ ତାରିଖରେ ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ବିଏସ୍‍ଏଫ୍‍ ଯବାନ ସହିଦ୍‍ ହୋଇଥିଲେ।

Leave A Reply