ଯୋଧପୁର ଛାଡ଼ି ଦିଲ୍ଲୀ ଅଭିମୁଖେ ପ୍ରିୟଙ୍କା-ନିକ୍

0

ନୂଆଦିଲ୍ଲୀ : ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍ ସିଙ୍ଗର ନିକ୍ ଜୋନାସଙ୍କର ଉଭୟ ଖ୍ରୀଷ୍ଟିୟାନ ଓ ହିନ୍ଦୁ ପରମ୍ପରା ଅନୁସାରେ ବିବାହ ସମ୍ପନ୍ନ ହୋଇଯାଇଛି। ବିବାହ ପରେ ଏବେ ଦୁହେଁ ଯୋଧପୁର ଛାଡିଛନ୍ତି। ୨ ଦିନର ବିବାହ ଉତ୍ସବ ପରେ ଏମାନେ ପରିବାର ସଦସ୍ୟଙ୍କ ସହ ମିଶି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଦିଲ୍ଲୀରେ ଦୁହିଁଙ୍କ ବିବାହର ଏକ ରିସେପସନ୍ ପାର୍ଟିର ଆୟୋଜନ କରିଥିବାରୁ ଏମାନେ ଦିଲ୍ଲୀ ଫେରିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଯୋଧପୁରର ଉମେଦ ଭବନ ପ୍ୟାଲେସରେ ଡିସେମ୍ବର୧-୨ରେ ଏମାନଙ୍କର ବିବାହ ସମ୍ପନ୍ନ ହୋଇଛି।

Leave A Reply