ପୁଲୱାମା ଆକ୍ରମଣ ; ରଦ୍ଧ ହେଲା ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ

0

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦେଶବାସୀ ଶୋକରେ ପରିଣତ ହୋଇଛି। ଏହି ଘଟଣାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀ ରଦ୍ଧ କରିଛନ୍ତି। ଏହି ସମ୍ମିଳନୀରେ ହରିୟାଣା ଓ ପଶ୍ଚିମ ୟୁପିରେ ଗୁଜର ସମୁଦାୟ ନେତା ଅବତାର ସିଂହ ଭଡାନା ଓ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ରାମଲାଲ ସାହି କଂଗ୍ରେସରେ ଯୋଗ ଦେବାର ଯୋଜନା ରହିଥିଲା। ସମସ୍ତ କଂଗ୍ରେସ ନେତା ସାମ୍ବାଦିକ ସମ୍ମିଳନୀ ରଦ୍ଧ କରି ସହିଦ ଯବାନ ମାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ। ସୂଚନା ଅନୁସାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ସାମ୍ବାଦିକ ସମ୍ମିଳନୀ ରହିଥିଲା।

Leave A Reply