ବିଜେଡ଼ିରେ ଯୋଗ ଦେଲେ ଯୋଗେଶ ସିଂହ

0

ଭୁବନେଶ୍ୱର : ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ ବୁଧବାର ବିଜେଡ଼ିରେ ଯୋଗ ଦେଇଛନ୍ତି। ବିଜେଡ଼ି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି। ଯୋଗେଶଙ୍କ ସହ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରୁ ତାଙ୍କର ବହୁ ସମର୍ଥକମାନେ ମଧ୍ୟ ବିଜେଡ଼ିରେ ମିଶିଛନ୍ତି। ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।

Leave A Reply