ପୁଲିସ ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକ

0

ନେମାଳ.- ଦୁଇଟି ଗାଁ ମଧ୍ୟରେ ଲାଗିଥିବା ସଂଘର୍ଷ ଉଗ୍ର ରୂପ ନେଇଛି । ସାଲେପୁର ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁ ଓ  କାକୁଡିଆ ପଡା ମଧ୍ୟରେ  ଝଗଡା ଲାଗିଥିଲା । ପ୍ରାଥମିକ ସୂଚନା ଅନୁସାରେ  ନରେନ୍ଦ୍ରପୁର ଠାରେ ଲୋକ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା । ଏହାପରେ ଉତ୍ୟକ୍ତ ଲୋକେ ପୁଲିସ ଗାଡି ଜାଳିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାପରେ  ଦୁଇ ଗାଁରେ ପୁଲିସ ମୁତୟନ କରାଯାଇଛି ।

Leave A Reply