ମହିଳା ଚାଷୀଙ୍କୁ ମିଳିବ ଆଣ୍ଡ୍ରୋଏଡ୍ ଫୋନ୍

0

ବ୍ରହ୍ମପୁର, ରାଜ୍ୟର ମହିଳା ଚାଷୀଙ୍କୁ ସରକାରଙ୍ ମାଗଣାରେ ଆଣ୍ଡ୍ରୋଏଡ୍ ମୋବାଇଲ ଫୋନ୍ ଯୋଗାଇ ଦେବେ। ଏଥିପାଇଁ ମହିଳା ଚାଷୀଙ୍କୁ ଅନଲାଇନ୍ରେ ଆବେଦନ କରିବାକୁ ହେବ। ମୋବାଇଲ ଫୋନ ମାଧ୍ୟମରେ ଚାଷ, ବଜାର, ପାଣିପାଗ ଓ ରୋଗପୋକ ସମ୍ପର୍କିତ ସମସ୍ତ ତଥ୍ୟ ମିଳିପାରିବ। ସରକାରଙ୍କ ଏଭଳି ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ର। ପୂର୍ବରୁ ପୁରୁଷ ଚାଷୀଙ୍କୁ ଯୋଗାଇ କି ପ୍ୟାଡ୍ ମୋବାଇଲ ଫୋନ୍ ଯୋଗାଇ ଦିଆଯାଇଛି।

Leave A Reply