ପାଟନା ହାଇକୋର୍ଟ ଓକିଲଙ୍କୁ ଗୁଳିକରି ହତ୍ୟା

0

ପାଟନା : ପାଟନା ହାଇକୋର୍ଟର ଜଣେ ଓକିଲଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ମୃତ ଓକିଲ ହେଉଛନ୍ତି ଜିତେନ୍ଦ୍ର କୁମାର (୫୨)। ପଡ଼ୋଶୀଙ୍କ କହିବା ଅନୁଯାୟୀ ବୁଧବାର ସକାଳେ ଜିତେନ୍ଦ୍ର କୋର୍ଟକୁ ଯାଉଥିବାବେଳେ ଶାସ୍ତ୍ରୀନଗର ଥାନା ଅଧୀନ ରାଜବଂଶୀ ନଗର ଅଞ୍ଚଳରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ପାରିବାରିକ ବିବାଦକୁ ନେଇ ଜିତେନ୍ଦ୍ରଙ୍କୁ ତାଙ୍କ ଶଶୁର ଘର ଲୋକେ ହତ୍ୟା କରିଥିବା ବଡ଼ଭାଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

Leave A Reply