ଜାଣନ୍ତୁ, ନଭେମ୍ବର ମାସରେ ପଡୁଥିବା ପର୍ବପର୍ବାଣୀ

0

ନଭେମ୍ବର ମାସ ଆରମ୍ଭ ହୋଇଯାଇଛି। ଏହି ମାସରେ ଅନେକ ବଡ ବଡ ପର୍ବପର୍ବାଣୀ ଆସୁଛି। ଏହି ମାସରେ ଧନତେରସ, ଦୀପାବଳୀ ଓ ଅନେକ ପର୍ବ ପାଳନ କରାଯିବ। ଆସନ୍ତୁ ଜାଣିବା ନଭେମ୍ବର ମାସରେ କେଉଁ ଦିନ କେଉଁ ପର୍ବ ପାଳନ କରାଯିବ।

ନଭେମ୍ବର ୩ – ରମା ଏକାଦଶୀ ଓ ହଳ ନିଷେଧ

ନଭେମ୍ବର ୪ – ଗୋବସ୍ଥା ଦ୍ବାଦଶୀ

ନଭେମ୍ବର ୫ – ଧନ୍ବନ୍ତରୀ ଜୟନ୍ତି

ନଭେମ୍ବର ୬ – ଶ୍ୟାମାକାଳୀ ପୂଜା

ନଭେମ୍ବର ୭ – ଦୀପାବଳି ଅମାବାସ୍ୟା, ପୟାଶ୍ରାଦ୍ଧ

ନଭେମ୍ବର ୮ – ଗିରି ଗୋବର୍ଦ୍ଧନା ପୂଜା

ନଭେମ୍ବର ୯ – ଭାତୃ ଦ୍ବିତୀୟା

ନଭେମ୍ବର ୧୧ – ନାଗ ଚତୁର୍ଥୀ

ନଭେମ୍ବର ୧୪ – ଶିଶୁ ଦିବସ

ନଭେମ୍ବର ୧୫ – ମାସାନ୍ତ

ନଭେମ୍ବର ୧୬ – ବିଛା ସଂକ୍ରାନ୍ତି, ଜଗଦ୍ଧାତ୍ରୀ ପୂଜା

ନଭେମ୍ବର ୧୭ – ଅଁଳା ନବମୀ ଓ ଶ୍ରୀ ରାଧାଙ୍କ ପାଦ ଦର୍ଶନ

ନଭେମ୍ବର ୧୮ – ଶରଣ ଶେଷ

ନଭେମ୍ବର ୧୯ – ଦେବୋତ୍ଥାପନ (ବଡ) ଏକାଦଶୀ

ନଭେମ୍ବର ୨୦ – ଗରୁଡ ଦ୍ବାଦଶୀ ଓ ତୁଳସୀ ବିବାହ

ନଭେମ୍ବର ୨୧ – ବଡ ଓଷା, ମହମ୍ମଦଙ୍କ ଜନ୍ମ ଦିବସ, ଶିବ ଚତୁର୍ଦ୍ଦଶୀ

ନଭେମ୍ବର ୨୨ – ମାଣବସା ଓଷା ଆରମ୍ଭ

ନଭେମ୍ବର ୨୩ – ରାସ ପୂର୍ଣ୍ଣିମା, ବାଲିଯାତ୍ରା ଆରମ୍ଭ, କାର୍ତ୍ତିକ ବ୍ରତ ସମାପନ ଓ କାର୍ତ୍ତିକ ପୂଜା

ନଭେମ୍ବର ୨୪ – ଛାଡଖାଇ

ନଭେମ୍ବର ୨୭ – ସୀତା ବିବାହ

ନଭେମ୍ବର ୩୦ – ପ୍ରଥମାଷ୍ଟମୀ ଓ କାଞ୍ଜିଅଁଳା ନବମୀ

 

 

 

 

 

Leave A Reply