ଫାଶରେ ଫସିଥିବା ଭାଲୁକୁ ଉଦ୍ଧାର କଲା ବନବିଭାଗ

0

ନୀଳଗିରି: ଫାଶରେ ଫସିଲା ଭାଲୁ। ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ ଅଧିନ ବାଘମରା ନିକଟ ନୂଆକୁଳିଆ ଅଞ୍ଚଳରେ ଏକ ଛୁଆ ଭାଲୁ ଫାଶରେ ଫଶିଯାଇଛି। ମା ଭାଲୁ ସହ ୨ଟି ଭାଲୁ ତାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ମୁକୁଳାଇ ପାରିନଥିଲେ। ଭାଲୁ ଟି ଫାଶରେ ଫସି ରହିଥିବା ଖବର ପାଇ ନୀଳଗିରି ବନବିଭାଗ ଓ ବାରିପଦା ରୁ ଟ୍ରଙ୍କୁଲାଇଜର ଟିମ ପହଂଚି ଭାଲୁଟିକୁ ଉଦ୍ଧାର କରିଛି।

Leave A Reply