ଦୂର୍ଗା ପୂଜା ଅନୁଦାନ ମାମଲାରେ ମମତାଙ୍କୁ ଆଶ୍ୱସ୍ଥି

0

କଲକାତା : ପଶ୍ଚିମବଙ୍ଗର ୨୮,୦୦୦ ଦୁର୍ଗାପୂଜା କମିଟିକୁ ୧୦ ହଜାର ଟଙ୍କା ଅନୁଦାନ ପ୍ରଦାନ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଶ୍ୱସ୍ଥି ମିଳିଛି। ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ କଲକାତା ହାଇକୋର୍ଟ ବୁଧବାର ମନା କରିଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ କୌଣସି ଶୁଣାଣି ହୋଇପାରିବ ନାହିଁ; ଆସନ୍ତା ବଜେଟ୍‍ ପରେ ଏହି ପ୍ରସଙ୍ଗକୁ ବିଚାରକୁ ନିଆଯାଇପାରେ ବୋଲି ହାଇକୋର୍ଟ କହିଛନ୍ତି।

Leave A Reply