ବ୍ରହ୍ମଗିରିରେ ସିରିଜ ଲୁଟ ଅଭିଯୋଗ

0

ବ୍ରହ୍ମଗିରି : ବ୍ରହ୍ମଗିରିର କୃଷ୍ଣପ୍ରସାଦ ଗଡ଼ ବଜାରରୁ ସିରିଜ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ , ଶନିବାର ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି। ଦୁର୍ବୃତ୍ତମାନେ ୩ଟି ଦୋକାନର କବାଟ ଭାଙ୍ଗିିବା ସହ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ କୃଷ୍ଣପ୍ରସାଦ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

Leave A Reply