ସର୍ଟର ଭାଙ୍ଗି ୪ଟି ଦୋକାନରୁ ଚୋରି ଅଭିଯୋଗ

0

ପିପିଲି : ମଙ୍ଗଳବାର ରାତିରେ ପିପିଲି ଥାନା ଅଞ୍ଚଳରେ ୪ଟି ଦୋକାନରୁ ଚୋରି ହୋଇଛି। ଦୁବୃର୍ତ୍ତମାନେ ଦୋକାନର ସର୍ଟର ତାଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଜଇସାପାଟସା ବଜାରରେ ଥିବା ୩ଟି ଦୋକାନ ଓ ମଙ୍ଗଳପୁର ବଜାରରେ ଥିବା ଗୋଟିଏ ଦୋକାନରୁ ସମସ୍ତ ଜିନିଷ ଚୋରି ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply