ଲୁଟେରାକୁ ଧରି ନିସ୍ତୁକ ଛେଚିଲେ ଗ୍ରାମବାସୀ

0

ଅନୁଗୁଳ: ଜଣେ ଲୁଟେରାଙ୍କୁ ସ୍ଥାନୀୟଲୋକ କାବୁ କରି ନିସ୍ତୁକ ମାଡ ମାରିବା ପରେ ପୁଲିସ ଜିମା ଦେଇଛନ୍ତି। ଏହି ଘଟଣାଟି ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦ ଗ୍ରାମରେ ଘଟିଛି। ଜଣେ ମହିଳାଙ୍କ ବେକରୁ ଚେନ୍ ଛଡାଇ ଖସି ପଳାଇ ଯାଉଥିବା ବେଳେ ମହିଳାଙ୍କ ପାଟି ଶୁଣି ସ୍ଥାନୀୟଲୋକ କାବୁ କରି ନେଇଥିଲେ । ପରେ ତାଙ୍କୁ ନିସ୍ତୁକ ମାଡ ମାରି ପୁଲସ ଜିମା ଦେଇଥିଲେ ।

Leave A Reply