ବଜ୍ରାଘାତରେ ୩ ମୃତ

0

କଟକ: ରବିବାର ଅପରାହ୍ନରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ କଟକ ଜିଲା ଟିଗିରିଆ ବ୍ଲକ୍‌ ଅଞ୍ଚଳର ବୋଲି ଜଣାପଡିଛି।  ରବିବାର ଅପରାହ୍ନରେ ହଠାତ୍ ଘଡଘଡି ସହ ବର୍ଷା ହୋଇଥିଲା। ଫଳରେ ଏହି ସମୟରେ ବିଲରେ କାମ କରୁଥିବା ଟିଗିରିଆ ଅଞ୍ଚଳ​‌ର ସଞ୍ଜୟ ବେହେରା, କବିଚନ୍ଦ୍ର ବଳ ଓ ନିରଞ୍ଜନ ବେହେରାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି।

Leave A Reply