ଅନୁଗୁଳ:  ବଜ୍ରାଘାତରେ ଦୁଇ ମୃତ

0

ଅନୁଗୁଳ: ଅନୁଗୁଳ  ଥାନା ଅନ୍ତର୍ଗତ ଡେରାଜଙ୍ଗାରେ ବଜ୍ରାଘାତରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକମାନେ ହେଲେ  ଶାନ୍ତି ପ୍ରଧାନ( ୩୫) ଓ  ବୈଶାଖୀ (୧୮) । ବଜ୍ରାଘାତରେ ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ।  ଡାକ୍ତରସେଠାରେ ଏମାନଙ୍କୁ ମୃତ ଘୋଷଣ କରିଛନ୍ତି ।

Leave A Reply