ଭାରତୀୟ ବଜାରକୁ ଆସିଲା କେଟିଏମର ସବଠୁ ଶସ୍ତା ବାଇକ୍‍

0

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ କେଟିଏମ୍‍ ନିଜର ସବୁଠୁ ଶସ୍ତା ବାଇକ ଡୁକେ-୧୨୫ ଭାରତରେ ଲଞ୍ଚ ହୋଇଛି। କମ୍ପାନୀ ଏହାର ମୂଲ୍ୟ ୧.୧୮ଲକ୍ଷ ଟଙ୍କା ରଖିଛି। ଏହି ବାଇକ କିଣିବା ପାଇଁ ଗ୍ରାହକମାନେ ଏକ ମାସ ପୂର୍ବରୁ ବୁକିଂ ଆରମ୍ଭ କରି ଦେଇଛନ୍ତି। ଏହି ବାଇକ ଡୁକେ-୨୦୦ ମଡେଲ ସହ ମିଶୁଥିବା କୁହାଯାଉଛି। ନୂଆ ଡୁକେ-୧୨୫ରେ ଗ୍ରାଫିକ୍ସ କରାଯାଇଛି। କଏଟିଏମ ଡୁକେ-୧୨୫ରେ ୧୨୪.୭ ସିସି ଇଞ୍ଜିନ, ୬ସ୍ପିଡ ଗିୟବକ୍ସ ରହିଛି। ବାଇକର ସମ୍ମୁଖ ଏବଂ ପଛ ଭାଗରେ ୩୦୦ଏମଏମ ଓ ୨୩୦ ଏମଏମ ଡିସ ବ୍ରେକ ରହିଛି। ବାଇକର ଅତିରିକ୍ତ ସୁରକ୍ଷା ପାଇଁ ବଇକରେ ସିଙ୍ଗଲ ଚ୍ୟାନେଲ ଏବିଏସ ୟୁନିଟ ରହିଛି।

Leave A Reply