ରାକ୍ଷୀପୂର୍ଣ୍ଣିମାରେ ପୌରାଣିକ କଥାର ମହତ୍ତ୍ୱ

0

ପୌରାଣିକ କଥାର ଗୁରୁତ୍ୱ ସବୁ ପର୍ବପର୍ବାଣିର ଭିନ୍ନ ମହତ୍ତ୍ୱ ରହିଛି।ଏହି ପର୍ବପର୍ବାଣି ମଧ୍ୟରେ ରାକ୍ଷୀପୂର୍ଣ୍ଣିମାର ବହୁ ବିଶିଷ୍ଟତା ଅଛି। ଖାଲି ଆଜିକା ସମୟରେ ନୁହେଁ,ପୁରାଣରେ ମଧ୍ୟ ଏହାକୁ ପାଳନ କରିବାର ତାତ୍ପର୍ଯ୍ୟ ମଧ୍ୟ ରହିଛି।ଏହାକୁ ନେଇ ବହୁ କାହାଣୀ ମଧ୍ୟ ରହିଛି।ଆସନ୍ତୁ ଏହି ପବିତ୍ର ସଂପର୍କରେ ଉପରେ ଆଧାରିତ କାହାଣୀକୁ ଜାଣିବା……

ପ୍ରଭୁ ଶ୍ରୀକୃଷ୍ଣ ଓ ଦ୍ରୌପଦୀ – ମହାଭାରରେ ବର୍ଣ୍ଣିିତ ଥିବା ବହୁ ଚରିତ୍ର ମାନଙ୍କ ମଧ୍ୟରୁ ପାଣ୍ଡବ ମାନଙ୍କ ପତ୍ନୀ ଦ୍ରୌପଦୀ।ଶ୍ରାବଣ ମାସର ପୂର୍ଣ୍ଣିମାରେ ପ୍ରଭୁ କୃଷ୍ଣଙ୍କର ଆଖୁରେ କାଣି ଆଙ୍ଗୁଠି କଟି ଯାଇଥିଲା।ସେହି ସମୟରେ ରକ୍ତ ବନ୍ଦ କରିବା ନିମନ୍ତେ କିଏ କପଡ଼ା କିଏ ଅନ୍ୟ ଦ୍ରବ୍ୟ ଖୋଜିବା ବେଳେ ଦ୍ରୌପଦୀ ନିଜର ପିନ୍ଧିଥିବା ଲୁଗାରୁ ଚିରି କୃଷ୍ଣଙ୍କ କ୍ଷତ ସ୍ଥାନରେ ବାନ୍ଧି ଦେଇଥିଲେ। କୃଷ୍ଣ ମଧ୍ୟ ଦ୍ରୌପଦୀଙ୍କର ରକ୍ଷା କରିବା ନିମନ୍ତେ ବଚନ ଦେଇଥିଲେ।ସେବେ ଠାରୁ ଏହାକୁ ମଧ୍ୟ ରକ୍ଷା ବନ୍ଧନ ବୋଲି କୁହାଯାଇଛି।

Leave A Reply