ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ; ଶବରଖି ପ୍ରତିବାଦ କଲେ ଗ୍ରାମବାସୀ

0

କୋରାପୁଟ : ଦୁର୍ଘଟଣାରେ ବାଇକ ଚାଳକଙ୍କୁ ଡାକ୍ତରଖାନାରେ ଚିକିତ୍ସା ଅବହେଳା ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଚିକିତ୍ସା ଅଭହେଳାରୁ ଚାଳକଙ୍କ ମୃତ୍ୟୁ ହୋଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମବାସୀ ଓ ମୃତକଙ୍କ ପରିବାର ୨୬ନମ୍ବର ଜାତୀୟ ରାଜପଥରେ ଶବରଖି ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା।

Leave A Reply