ଖଣ୍ଡଗିରିରେ ଗୋଷ୍ଠୀ ସଂଘର୍ଷ

0

ଖଣ୍ଡଗିରି : ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଓ ରଘୁନାଥନଗର ଅଞ୍ଚଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ସଂର୍ଘଷରେ ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ସହ ବୋମାମାଡ ହୋଇଥିଲା। ଉତ୍ୟକ୍ତ ଲୋକମାନେ ଦୋନାକ ଭଙ୍ଗାରୁଜା କରିଥିଲେ। ଏହାସହ ଦୁବୃତ୍ତମାନେ ପୁଲିସ ଗାଡି ଉପରେ ଆକ୍ରମଣ କରିଥିଲେ। ଉତ୍ୟକ୍ତ ଲୋକମାନଙ୍କୁ ରୋକିବା ପାଇଁ ପୁଲିସକୁ ଲାଠିଚାଲଣା କରିବାକୁ ପଡିଥିଲା। ଏହି ଆକ୍ରମଣରେ ଖଣ୍ଡଗିରି ଥାନା ଅଧିକାରୀ ଆହାତ ହୋଇଛନ୍ତି।

Leave A Reply