କେସିଙ୍ଗାରେ କଳାବ୍ୟାଜ୍‌ ପିନ୍ଧି ଡାକ୍ତରଙ୍କ ପ୍ରତିବାଦ

0

ଭବାନୀପାଟଣା : କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କୁ ଧମକ ଓ ଅସାମାଜିକ ବ୍ୟବହାର ପଦର୍ଶନକୁ ନେଇ ପ୍ରତିବାଦ କରାଯାଇଛି। ମଙ୍ଗଳବାର ଠାରୁ ଓଏମ୍‍ଏସ୍‍ର ଆହ୍ୱାନ କ୍ରମେ ଡାକ୍ତର ଓ କର୍ମଚାରୀ ମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିଛନ୍ତି।

ଏଠାରେ କାମ କରୁଥିବା କର୍ମଚାରୀ ଓ ଡାକ୍ତରଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି ହୋଇଛି ।

Leave A Reply