ହାତୀ ନଦୀ ବନ୍ୟା ଜଳରେ ରାସ୍ତା ବୁଡ଼ିଲା

0

କଲମପୁର : କଳାହାଣ୍ଡରେ ହାତୀ ନଦୀରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ନଦୀର ଜଳସ୍ତର ଦିନ ବଢିବା ସହ ବୃଦ୍ଧି ପାଇବାରେ ଲାଗିଛି। ନଦୀ ଜଳ କୂଳ ଲଙ୍ଘି ଏବେ ଜନବସତି ଆଡକୁ ମାଡୁଛି। କଲମପୁରର ବାରିକପୁର-ମାଟିଖାଲ ଗ୍ରାମ ରାସ୍ତାରେ ଏବେ ଦେଢ ଫୁଟ୍‍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।

Leave A Reply