କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳଙ୍କ ଅଚାନକ୍‌ ପରିଦର୍ଶନ

0

ଭବାନୀପାଟଣା : କଳାହାଣ୍ଡି ଜିଲାପାଳ ଗଭାଲ ପରାଗ ହର୍ଷଦ ମଙ୍ଗଳବାର ଅପରାହ୍ନ ୫.୩୦ ମିନିଟ ସମୟ ରେ ହଠାତ୍ କଳାହାଣ୍ଡି ଜିଲ୍କା ମୂଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି  । ସେ ଚିକିତ୍ସାଳୟ ସମସ୍ତ ବିଭାଗ ପରିଦର୍ଶନ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କ ସହିତ ସ୍ୱାସ୍ଥ୍ୟ ସମସ୍ୟା ଓ ଚିକିତ୍ସା ସର୍ମ୍ପକୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।

ଜିଲାପାଳ ଗଭାଲ ପରାଗ ହର୍ଷଦ  ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା ବିଷୟରେ ବୁଝିବା  ସହ ଏଠାରେ ଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

Leave A Reply