ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ ; ଜଣେ ମୃତ

0

ନିଶା : ଅନୁଗୋଳ ଜିଲା ନିଶା ଥାନା ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ଟ୍ରଲର ରେ ଲୁହ ପ୍ଲେଟ ଲୋଟିଙ୍ଗ ସମୟରେ ପ୍ଲେଟ ଖସିପିଡ଼ିବାରୁ ଜଣେ ମୃତ । ମୃତକ ଜଣକ ହେଲେ କାମାକ୍ଷାନଗର ଅଞ୍ଚଳର ଚନ୍ଦନ ସାମଲ । ଅପରାହ୍ନ ୪ ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଛି । ଶ୍ରମିକ ସଙ୍ଗଠନ ମୃତକକୁ ଶକ୍ଷିପୂରଣ ଦାବିରେ ଘଟଣା ସ୍ଥଳରେ ଧାରଣାରେ ବସିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଶବ ଘଟଣାସ୍ଥଳରେ ପଡିରହିଛି ।

Leave A Reply