ଜାମ୍ମୁ-କାଶ୍ମୀରର କୁପୁଓ୍ୱାରାରେ ୩ ଆତଙ୍କବାଦୀ ମୃତ

0

ଶ୍ରୀନଗର.- ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଶନିବାର ସନ୍ଧ୍ୟା ସମୟରେ ସେନା ଗୁଳିରେ ୩ ଜଣ ଅତଙ୍କବାଦୀ ନିହତ ହୋଇଛନ୍ତି ।

ଦିନବେଳେ ପାକିସ୍ତାନ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଥିଲା । ଏହାର ମଉକାରେ କିଛି ଆତଙ୍କବାଦୀ  ଭାରତର ସୀମାରେ ଅନୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଭାରତୀୟ ସେନା ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ଦେଇଛି ।

Leave A Reply