ବିଷାକ୍ତ ମଦ ପିଇ ୪୨ ମୃତ, ଅନେକ ଅନ୍ଧ

0

ତେହରାନ : ବିଷାକ୍ତ ମଦ ପିଇ ଇରାନରେ ୪୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଦୃଷ୍ଟିଶକ୍ତି ହରାଇଛନ୍ତି। ବିଷାକ୍ତ ମଦ ଯୋଗୁଁ ଅନେକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ପୁଲିସ ବିଭିନ୍ନ ମଦଭାଟି ଓ ମଦ ଦୋକାନରେ ଚଢଉ କରି କେତେକ ଲୋକଙ୍କୁ ଗିରଫ କରିଛି। ମୃତକଙ୍କ ମଧ୍ୟରେ ଜଣେ ୧୯ବର୍ଷର ମହିଳା ଅଛନ୍ତି।

Leave A Reply