ଆଜି ଓହ୍ଲାଇବେ ପାକିସ୍ତାନ, ନେଦରଲାଣ୍ଡ୍‍ସ ଓ ଜର୍ମାନୀ

0

ଭୁବନେଶ୍ଵର : ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତାର ଏଥି ମଧ୍ୟରେ ପୁଲ-ଏ, ବି ଓ ସିର ୬ଟି ଲିଗ୍‍ ମ୍ୟାଚ ଶେଷ ହୋଇଛି। ଶନିବାର ପ୍ରତିଯୋଗିତାର ସବୁଠାରୁ କଷ୍ଠସାଧ୍ୟ ଗ୍ରୁପ-ଡିର ମ୍ୟାଚ୍‍ ଆରମ୍ଭ ହେବ। ଏଥିରେ ସର୍ବାଧିକ ୪ଥର ବିଶ୍ୱକପ ହାସଲ କରିଥିବା ଏସୀୟ ରାଷ୍ଟ୍ର ପାକିସ୍ତାନ, ଦୁଇଥର ଚମ୍ପିଆନ ଜର୍ମାନୀ ଓ ଦ୍ୱିତୀୟ ସର୍ବାଧିକ ୩ଥର ଚମ୍ପିଆନ ନେଦରଲାଣ୍ଡ୍‍ସ ସହ ମାଲେସିଆ ନିଜନିଜର ପ୍ରଥମ ମ୍ୟାଚ ଖେଳିବେ। ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍‍ସ ସହିତ ମାଲେସିଆ ଓ ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ସହିତ ପାକିସ୍ତାନ ଖେଳିବ।

Leave A Reply