ଏହି ଉପାୟ କରିବା ଦ୍ବାରା, ଦୂର ହେବ ହୃଦଘାତ ସମସ୍ୟା

0

ହୃହଘାତ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚଲାବୁଲା ଓ ସାଇକେଲ ଚଳାଇବା ଅଧିକ ଫଳପ୍ରଦ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ନିୟମିତ ଚଲାବୁଲା ଓ ସାଇକେଲ ଚଳାଇବା ଦ୍ବାରା ୩୦ରୁ ୭୦ ପ୍ରତିଶତ ହୃଦଘାତ ଜନିତ ଆଶଙ୍କା କମ୍ ହୋଇଥାଏ ।

ଶକ୍ତି ପ୍ରଶିକ୍ଷଣ ଏବଂ ଏରୋବିକ ବ୍ୟାୟାମ ଏହି ଦୁଇଟି ବ୍ୟାୟାମ ଶରୀରକୁ ସୁସ୍ଥ ରଖିଥାଏ । ଏହି ବ୍ୟାୟାମ କମ୍ ମାତ୍ରାରେ କରିବା ମଧ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ । ସ୍ଥିର ବ୍ୟାୟାମ, ଗତିଶଳ ବ୍ୟାୟାମ ଅପେକ୍ଷା ଅଧିକ ଲାଭଦାୟକ ବୋଲି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।

ବୟସ୍କ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ବ୍ୟାୟାମ ବିଶେଷ କରି ଚଲାବୁଲା କରିବାକୁ ଚିକିତ୍ସକମାନେ ପରାମର୍ଶ ଦିଅନ୍ତି । ଅଧିକ ବ୍ୟାୟାମ କରୁଥିବା ଲୋକଙ୍କୁ ହୃଘଘାତ ସମସ୍ୟା ହୋଇନଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି ।

Leave A Reply