ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ  : ହାବିଲଦାର ଗିରଫ

0

ବାଲେଶ୍ୱର : ବାଲେଶ୍ୱର ଜିଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡି ହାବିଲଦାର ରଞ୍ଜନ ସାହୁଙ୍କୁ ଶନିବାର ଗିରଫ କରାଯାଇଛି । ତାଙ୍କ ନାମରେ ଡ୍ରଗ୍ସ ମାଫିଆ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା ।

ସୂଚନା ଅନୁଯାୟୀ, ଡ୍ରଗ୍ସ ମାଫିଆ ସେକ୍ ରାଜାଙ୍କ ସହ ଲିଙ୍କ୍ ଅଭିଯୋଗରେ  ୨ଦିନ ତଳେ ତାଙ୍କୁ  ନିଳମ୍ୱିତ କରାଯାଇଥିଲା । ଆଜି ଏସଟିଏଫ ହାବିଲଦାର ରଞ୍ଜନ ସାହୁଙ୍କୁ ଗିରଫ କରିଛି ।

Leave A Reply