ବିଷାକ୍ତ ଫଳ ଖାଇ ୮ଜଣ ଛାତ୍ରଛାତ୍ରୀ ଅସୁସ୍ଥ

0

ପଦ୍ମପୁର : ପଦ୍ମପୁର ବ୍ଲକ ପାଣ୍ଡରାଗୁଡା ଗ୍ରାମର ବିଷାକ୍ତ ଫଳ ଖାଇ ୮ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ପରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ହେବାରୁ ଗୁଣପୁର ସଦର ମେଡିକାଲ ନିଆଯାଇଥିଲା।

Leave A Reply