ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଜ୍ୟପାଳ

0

ଭୁବନେଶ୍ବର : ନୂଆବର୍ଷ ଆରମ୍ଭରୁ ରାଜ୍ୟପାଳ ଗଣେଣୀ ଲାଲ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଆସିଛନ୍ତି। ଫେସବୁକରେ GovernorOdisha ଏବଂ ଟୁଇଟରରେ @GovernorOdisha ମାଧ୍ୟମରେ ରାଜ୍ୟପାଳ ସାଧାରଣ ଜନତାଙ୍କ ସହ ଯୋଡ଼ି ହେବେ। ରାଜ୍ୟପାଳଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରସଙ୍ଗରେ ଏହି ସୋସିଆଲ ମିଡିଆ ମାଧ୍ୟମରେ ମିଳିପାରିବ। ଅଧିକରୁ ଅଧିକ ଜନସାଧାରଣ ଏହି ଦୁଇଟି ସୋସିଆଲ ମିଡିଆ ମାଧ୍ୟମରେ ରାଜ୍ୟପାଳଙ୍କ ସହ ଯୋଡ଼ି ହେବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply