ଗୋପାଳପୁରରେ ବିର୍ସଜନ ହେଲା ବାଜପେୟୀଙ୍କ ଚିତାଭସ୍ମ

0

ବ୍ରହ୍ମପୁର : ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ବ୍ରହ୍ମପୁର ଠାରେ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଗୋପାଳପୁର ସମୁଦ୍ରରେ ବିସର୍ଜନ କରାଯାଇଛି । ଗତକାଲି ରାତିରେ ଚିତାଭସ୍ମ ପୂର୍ଣ୍ଣ ଏକ କଳସ ବିଜେପି ଜିଲ୍ଲା କାର୍ୟ୍ୟାଳୟରେ ଆସି ପହଞ୍ଚିଥିଲା । ଏହି ଅବସରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିଭୂତି ଜେନା, ମହେଶ ମହାନ୍ତି,ଉଦୟ ପ୍ରଧାନ, ଶିଶିର ପାଢୀ, ଶରତ ସାହୁ, ସୁନୀଲ ସାହୁ, ଧରଣୀଧର ବେହେରାଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Leave A Reply