ଜନ୍ମମାଟିରେ ଗୋପବନ୍ଧୁ ଜୟନ୍ତୀ ପ୍ରସ୍ତୁତି ଶେଷ

0

ସୁଆଣ୍ଡୋ : ପୁଣ୍ୟତ୍ମା ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ପରିପ୍ରେକ୍ଷୀରେ ଜନ୍ମମାଟି ସୁଆଣ୍ଡୋରେ ପ୍ରସ୍ତୁତି ଶେଷ ହୋଇଛି । ସୋମବାରଠାରୁ ମହାପୁରୁଷଙ୍କ ବାସଭବନ ଷଠିଘରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିରହିଛି । ଆଜି ସକାଳୁ ଶହ ଶହ ଗୋପବନ୍ଧୁ ପ୍ରେମୀ ପଣ୍ଡିତଜୀଙ୍କର ପ୍ରତିମୂର୍ତ୍ତି ନିକଟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଜୟନ୍ତୀ ପୂର୍ବଦିନ ଠାରୁ ସୁଆଣ୍ଡୋ ଗାଁ ଉତ୍ସବ ମୁଖର ହୋଇ ଉଠିଛି।

Leave A Reply