ବନ ବିଭାଗ ପକ୍ଷରୁ ଚଢଉ ଟ୍ରକ୍‍ ସହ ଶାଳକାଠ ଜବତ

0

ଘସିପୁରା : ଆନନ୍ଦପୁର ବନ ବିଭାଗ ପକ୍ଷରୁ ଚଢାଉ କରି ଶାଳକାଠ ଓ ଏକ ଡ୍ରମ୍ଫର କୁଜବତ କରିଥିବା ଜଣାପଡିଛି। ସୂଚନାରୁ ଜଣାଯାଏ ଶୁକ୍ରବାର ରାତି ୯ଟା ସମୟରେ ଧକୋଠା ଗ୍ରାମ ମଧ୍ୟରେ ଏକ ଡମ୍ଫର ଯୋଗେ ଶାଳପଟା ଓ ବଲା ଯାଉଥିବାର ଖବର ପାଇଥିଲେ। ଏ ନେଇ ଆନନ୍ଦପୁର ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଚଢଉ କରାଯାଇଥିଲା। ଚଢଉ ସମୟରେ କାଠମାଫିଆ ଖସିଯାଇଥିବା ବେଳେ କର୍ମଚାରୀ ମାନେ ଡ୍ରମ୍ଫରସହ କାଠକୁ ଜବତ କରିଥିଲେ।

Leave A Reply