୨୯ କେଜି ଗଞ୍ଜେଇ କାରବାର ଅଭିଯୋଗରେ ୨ ଗିରଫ

0

ବାଲେଶ୍ବର: ବାଲେଶ୍ବରରୁ ୨୯ କେଜି ଗଞ୍ଜେଇ ଜବତ ହୋଇଛି। ସଦର ଥାନା ଅନ୍ତର୍ଗତ ସହଦେବଖୁଣ୍ଟା ବସ୍ ଷ୍ଟାଣ୍ଟ ନିକଟରୁ ଗୁରୁବାର ସକାଳେ ପୁଲିସ ଚଢଉ ଗଞ୍ଜେଇ ଜବତ କରିଛି। ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ସୁମନ ସାହ(୨୩) ଏବଂ ସନ୍ତୁ ସାହା(୨୩)। ଦୁଇ ଅଭିଯୁକ୍ତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।

Leave A Reply