ବନ୍ୟାଜଳରେ ଭୁଶୁଡି ପଡିଲା କୋଠା, ଦେଖନ୍ତୁ ଭିଡିଓ

0

କୋଲକତା: ଲଘୁଚାପ ବର୍ଷା ଯୋଗୁଁ ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାରରେ ବି ୧୫ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । କେତେକ ରାଜ୍ୟରେ  ବନ୍ୟା ଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଫଳରେ ବନ୍ୟାଜଳରେ କୋଠା ଘର ଭୁଶୁଡି ପଡିଥିବା ଘଟଣା ସାମ୍ନାକୁ ଆସିଛି ।  ପଶ୍ଚିମବଙ୍ଗ ବାଙ୍କୁରା ଜିଲାର ଏକ ବସ୍ତିରେ ଦୁଇ ମହଲା ବିଶିଷ୍ଟ କୋଠାଘର ଭୁଶୁଡି ପଡିଛି । ତେବେ ଭୁଶୁଡି ପଡିଥିବା କୋଠା ଘରେ କେତେ ଲୋକ ଥିଲେ ତାହା ଜଣାପଡିନାହିଁ ।

https://www.youtube.com/watch?v=oEm1mPNOJmo

courtesy news station

Leave A Reply