ଜନମତ ସର୍ବେକ୍ଷଣ ୨୦୧୮ : ରାଜସ୍ଥାନରେ କଂଗ୍ରେସ ଆଗରେ

0

ନୂଆଦିଲ୍ଲୀ . – ରାଜସ୍ଥାନରେ କଂଗ୍ରେସ ପରବର୍ତ୍ତୀ ସରକାର ଗଠନ କରିବ ବୋଲି ଅଧିକାଂଶ ଜନମତ ସର୍ବେକ୍ଷଣରେ ସୂଚନା ଦିଆଯାଇଛି । ଶୁକ୍ରବାରରେ ପ୍ରକାଶ ପାଇଥିବା ସମସ୍ତ ଜନମତ ସର୍ବେକ୍ଷଣରେ କଂଗ୍ରେସ ବିଜେପିଠାରୁ ଢେର ଆଗରେ ରହିଛି । ରାଜସ୍ଥାନରେ ମୋଟ ୧୯୯ଟି ଆସନରେ ମତଦାନ କରାଯାଇଥିଲା । ୧୧ ତାରିଖରେ ଏହାର ମତଗଣନା କରାଯିବ ।

                                ବିଜେପି                କଂଗ୍ରେସ                  ବିଏସ୍‌ପି                      ଅନ୍ୟ

ଟାଇମସ୍ନାଓ-ସିଏନ୍‌ଏକ୍ସ

୮୫

୧୦୫

ରିପବ୍ଲିକ-ସି ଭୋଟର

୬୦

୧୩୭

୩୦

ନିଉଜ ଏକ୍ସ

୮୦

୧୧୨

ନିଉଜ ନେସନ

୮୯-୯୩

୯୯-୧୦୩

୫-୯

ଇଣ୍ଡିଆ ଟୁଡେଆକ୍ସିସ

୫୫-୭୨

୧୧୯-୧୪୧

୧-୩

୩-୮

ଇଣ୍ଡିଆଟିଭି

୮୦-୯୦

୧୦୦-୧୧୦

୧-୩

୬-୮

ଫାର୍ଷ୍ଟ ଇଣ୍ଡିଆ ରାଜସ୍ଥାନ

୬୫-୭୦

୧୧୦-୧୧୫

୧୫-୧୬

Leave A Reply