ଜନମତ ସର୍ବେକ୍ଷଣ ୨୦୧୮, ମଧ୍ୟପ୍ରଦେଶରେ କଡା ଟକ୍କର

0

ନୂଆଦିଲ୍ଲୀ . – ମଧ୍ୟପ୍ରଦେଶ  ବିଧାନ ସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଜନମତ ସର୍ବେକ୍ଷଣ ପ୍ରକାଶ ପାଇଛି । ମଧ୍ୟପ୍ରଦେଶରେ କଂଗ୍ରେସ ଓ ଭାଜାପା ମଧ୍ୟରେ କଡା ଟକ୍କର ହେବ ବୋଲି ଅଧିକାଂଶ ସର୍ବେକ୍ଷଣରେ ସୂଚନା ଦିଆଯାଇଛି ।

                                 ବିଜେପି                କଂଗ୍ରେସ                      ବିଏସ୍‌ପି          ଅନ୍ୟ

ଟାଇମସ୍‌ ନାଓ-ସିଏନ୍‌ଏକ୍ସ

୧୨୬

୮୯

ରିପବ୍ଲିକ-ଜନ୍‌ କି ବାତ

୧୦୮-୧୨୮

୯୫-୧୧୫

ଇଣ୍ଡିଆ ନ୍ୟୁଜ ଏମ୍‌ପି -ନେତା

୧୦୬

୧୧୨

୧୨

ଇଣ୍ଡିଆ ଟୁଡେ- ଆକ୍ସିସ

୧୦୨-୧୨୦

୧୦୪-୧୨୨

୧-୩

୧-୪

 

Leave A Reply